#ଏବିଭିପି_ଛାତ୍ର_ସଂଗଠନ_ପକ୍ଷରୁ_ବିକ୍ଷୋଭ
କଳାହାଣ୍ଡି ଜିଲ୍ଲାର ସନସାଇନ ବିଦ୍ୟାଳୟ ଅଧକ୍ଷା ମମିତା ମେହେରଙ୍କୁ ନିଖୋଜ ଘଟଣାରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ପିଡିତାଙ୍କୁ ନ୍ୟାୟ ସହ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବିରେ ଆଜି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
#MamitaMurderCase #JusticeforMamita #Kalahandi #GovindSahu #ABVP #Protest #Odisha #ArgusNews