ସାହି ପିଲାଙ୍କୁ ମିଳିବ ସ୍ବାସ୍ଥ୍ୟକର ପରିବେଶ
ଏଣିକି ଏବେ ନିଜ ସାହି ଲାଇବ୍ରେରିରେ ପାଠ ପଢିବେ ସାହି ପିଲା। ଏଥିପାଇଁ କମିଶନରେଟ୍ ପୋଲିସ ଓ ସିଲଭର ସିଟିର ବିଭିନ୍ନ ସାହିର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରି ଅଭିଯାନ।
#Cuttack #Sahilibrary #LibraryCampaign #launched #CommissioneratePolice #Books #Chidren #ArgusNews