#ଏବେ_ମଧ୍ୟ_ଅମ୍ରିତଙ୍କ_ଅବସ୍ଥା_ସଙ୍କଟାପନ୍ନ !
ବାପା ମାଆ ପୁଅ ପାଇଁ ମା ଦୁର୍ଗାଙ୍କ ମନ୍ଦିରରେ । କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକ୍ମୋ ଚିକିତ୍ସା ପାଉଛନ୍ତି ଅମ୍ରିତ୍ ପ୍ରଧାନ । ୭୦ରୁ ଅଧିକ ଦିନ ଧରି ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ସରିଲାଣି ଦୁଇକୋଟି ଟଙ୍କା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି କିଛିମାସ ସହ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ଦରକାର । ହେଲେ ପାଖରେ ସମ୍ୱଳ ନାହିଁ । ଏଥିପାଇଁ ଆଉ ଥରେ ସହାୟତା ଭିକ୍ଷା କରିଛନ୍ତି ଅମ୍ରିତ୍ ଙ୍କ ଭଉଣୀ
#ArgusNews #Odisha #Brahmapur #AmritPradhan #ECMOtreatment #Needhelp