ଅସହାୟ ଗରିବ ପରିବାରଟେ ମୁଣ୍ଡ ଗୁଂଜୀ ରହିବା ପାଇଁ ସରକାର ପକ୍କା ଘର ଯୋଗେଇ ଦେଉଛନ୍ତି। କିନ୍ତୁ ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେଉଛି ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ଅନୁମେୟ । ଗଂଜାମ ସୋରଡ଼ା ବ୍ଲକ ଆସୁରବନ୍ଦ ପଞ୍ଚାୟତ ସାମନ୍ତରା ଘାଇ ଗ୍ରାମରେ ଏଭଳି ଏକ ପରିବାରର ଦୁର୍ଦ୍ଦଶା କାହାଣୀକୁ ନେଇ ଦେଖିବା ଏହି ରିପୋର୍ଟ...
#ArgusNews #Odisha #NewsChannel #ArgusNewsTV #Ganjam #Soroda #abasa_yojana