ବ୍ରହ୍ମପୁର ଏମକେସିଜି ହାଉସସର୍ଜନ ଡାକ୍ତରଙ୍କ ସାଂଘାତିକ ଅଭିଯୋଗ । ସରକାର ଦେଉନାହାନ୍ତି ଷ୍ଟାଇପେଣ୍ଡ ଟଙ୍କା ।୪୫ ଦିନରୁ ଅଧିକ ହେଲାଣି ମିଳିନି ଷ୍ଟାଇପେଣ୍ଡ ଟଙ୍କା । ୨୫୦ ଡାକ୍ତରଙ୍କ କଳାବ୍ୟାଚ ପିନ୍ଧି ଏମକେସିଜି ମୂଖ୍ୟଗେଟ ଆଗରେ ଧାରଣା ।
#ArgusNews #Odisha #Gamjan #mkcghospital #DoctorStrike