ଏମାନଙ୍କ ପ୍ରେମରେ ଆଖି, ସାକ୍ଷୀ ନୁହେଁ, ସାକ୍ଷୀ ସଙ୍ଗୀତ। ପଦେ ସିଏ ଗାଇଲେ, ପଦେ ଇଏ ଗାଆନ୍ତି। ପଦକୁ ପଦ ଛନ୍ଦି ହେଇଗଲେ, ସେମାନଙ୍କ ସଙ୍ଗୀତ ବି ଗୋଲାପ ଗୋଲାପ ବାସେ। ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମର ପରିଭାଷା ସଂଜ୍ଞାହୀନ। ପ୍ରମାଣ ଏହି ଦୃଷ୍ଟିହୀନ ପ୍ରେମୀ ଯୁଗଳ। ସୁଶୀଲ ଏବଂ ମାମାଲି।
#Kendrapara #BlindLove #lovebirds #valentinesday #Odisha #Argusnews