ନା କାହା ମୁହଁରେ ମାସ୍କ ଅଛି , ନା ମାନୁଛନ୍ତି ସାମାଜିକ ଦୂରତ୍ବ । କାରଣ କରୋନା କଣ ଏମାନେ ଜାଣନ୍ତି ନାହିଁ। ଗାଁରେ କେହି ମାସ୍କ ପିନ୍ଧନ୍ତି ନାହିଁ କି ସାମାଜିକ ଦୂରତ୍ବ ମାନନ୍ତି ନାହିଁ। ତେବେ ବଜାର ଘାଟ ଗଲେ ପୋଲିସ ଭୟରେ ମାସ୍କ ବ୍ୟବହାର କରିଥାନ୍ତି
#ArgusNews #Odisha #ArgusNewsTV #NewsChannel #Corona #Cuttack #Athagarh #nomasks