ଏରସମା ତହସିଲଦାରଙ୍କ କାର ଉପରକୁ ଦୁଇଜଣ ମଦ୍ୟପ ଯୁବକଙ୍କ ଆକ୍ରମଣ । ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ ତାଙ୍କର ବ୍ୟକ୍ତିଗତ କାରରେ ଏରସମା ରୁ ଫେରୁଥିବା ବେଳେ ଜାପା ଛକ ନିକଟରେ ଜଣେ ଯୁବକ ତାଙ୍କ ଗାଡିକୁ ଅଟକାଇବା ସହ ଗାଡିକୁ ଗୋଇଠା ମାରି ଗାଳି ଗୁଲଜ କରିଥିଲେ ।
#ArgusNews #Odisha #ArguNewsTV #jagatsinghpur #attackontahasildar #Ersama