ବାତ୍ୟା ଜୱାଦ ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ପ୍ରଭାବ ଦେଖିବାକୁ ମିଳିଥିଲା । ଯାହାଫଳରେ ଅନେକ ଚାଷୀ ହନ୍ତସନ୍ତ ହେଉଛନ୍ତି । ଧାନ ଅମଳ ସମୟରେ ବର୍ଷା କାରଣରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏରସମା ବ୍ଲକ ପ୍ରତି ଧ୍ୟାନ ଦେଉନାହାନ୍ତି : ଦାମ ରାଉତ
#jagatsinghpur #impactofcyclone #jawad #Damarout #Ersamablock #ArgusNews