#ଏସଆରସି_ଖୋଲିଦେଲେ_ପକ୍କା_ଘରର_ଗୁମର !
ମିଛ କହିଥିଲେ ମନ୍ତ୍ରୀ। ବାତ୍ୟାକୁ ନାହଁ ଡର ମୁଣ୍ଡ ଉପରେ ପକ୍କା ଘର ଖାଲି ସ୍ଲୋଗାନ। ଧରାପଡିଗଲା ପଂଚାୟତିରାଜ ମନ୍ତ୍ରୀଙ୍କ ମିଛ ପ୍ରଚାର। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସଂହପୁରରେ ରିଆଲିଟ ଚେକ
#ArgusNews #Odisha #NewsChannel #SatelliteChannel #ArgusTV #BJD #Pakka_Ghara_Yojana