ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତଥ୍ୟ ଲିକ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏବେ ଅଭିଯୁକ୍ତ ନମ୍ବର ୬ ଏବଂ ଅଭିଯୁକ୍ତ ନମ୍ବର ୭କୁ ଖୋଜୁଛି କ୍ରାଇମବ୍ରାଂଚ । କାରଣ ଏହି ଗ୍ରୁପରେ ଆହୁରି ଜଣେ କିମ୍ବା ୨ଜଣ ଅଛନ୍ତି ଯେଉଁମାନେ ତଥ୍ୟ ଲିକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏସପିଙ୍କ କାର୍ଯ୍ୟାଳୟରେ ପହଂଚି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କ୍ରାଇମବ୍ରାଂଚ ଏବଂ ଏନଆଇଏ ।
#Odisha #ArgusNews #missile #Chandipur #Baleswar