ଆମେ ଓଡ଼ିଶାର, ଆମେ ବି ଭୋଟ ଦେଇ ସରକାର ବାଛିଛୁ, ତେଣୁ ଆମେ ବି ସବୁ ସୁବିଧା ସୁଯୋଗ ପାଇବାକୁ ହକଦାର | ଆମ କଥା ନଶୁଣାଗଲେ ଆଗାମୀ ଦିନରେ ବହୁତ ବଡ଼ ଆନ୍ଦୋଳନ ହେବ,ଓଡ଼ିଶାର ସମସ୍ତ କିନ୍ନର ଆସି ଧାରଣା ଦେବେ | ଏ ଚେତାବନୀ ହେଉଛି କିନ୍ନର ସଂଘର |
#transgender #Vote #protest #transgenderAssociation #Odisha #ArgusNews #Cuttack