ତ୍ରୁଟିପୂର୍ଣ୍ଣ ଅପରେସନ ଯୋଗୁ ଭଲ ଭାବେ କାମ କରୁନି ଗୋଡ । ଏସସିବି ବଡ ମେଡିକାଲର ଡାକ୍ତରଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । କୁଜଙ୍ଗ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆଣିଛନ୍ତି ଅଭିଯୋଗ ।
#Cuttack #SCB #medical #oppression #Odisha #ArgusNews