ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟ ମାମଲାରେ ବିବାଦରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାରି ଭିତରେ ମନ୍ତ୍ରୀଙ୍କ ପିଏସଙ୍କ ବଦଳି ହୋଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବିବାଦକୁ ଟାଣିହେଉଥିବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଟ୍ରାନ୍ସଫରକୁ ନେଇ ସନ୍ଦେହ ବଢୁଛି ।
#ArgusNews #Odisha #ACF #DFO #somyadeath