ପଚରାଉଚରା ପରେ ଫେରିଗଲା କ୍ରାଇମବ୍ରାଞ୍ଚ ଟିମ୍ । ବିଦ୍ୟାଭାରତୀ ଓ ତାଙ୍କ ପରିବାରକୁ ଜେରା ପରେ ଫେରିଲା କ୍ରାଇମବ୍ରାଞ୍ଚ। ତେବେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ବିଦ୍ୟାଭାରତୀଙ୍କ ପରିବାର
#ACFMudermystery #AbhiramMohapatra #Soumyaranjan #Bidyabharti #DFO #Crimebranch #OdishaPolice