#ଐତିହାସିକ_ଦୀପକ_କୁମାର_ପଣ୍ଡାଙ୍କ_ସହ_ସ୍ଵତନ୍ତ୍ର_ସାକ୍ଷାତକାର
ସମ୍ବଲପୁରର ସ୍ଵାଧୀନତା ସଂଗ୍ରାମ ବିଷୟରେ ଆଲୋଚନା କରିଛନ୍ତି ସଂସ୍କୃତି ଗବେଷକ ତଥା ଐତିହାସିକ ଦୀପକ କୁମାର ପଣ୍ଡା । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ସମ୍ବଲପୁର ଜିଲ୍ଲାର ସହିତ ଅନେକ ଘଟଣାବଳି ଇତିହାସକୁ ଋଦ୍ଧିମନ୍ତ କରୁଛି । ବୀରସୁରେନ୍ଦ୍ର ସାଏ ଏବଂ ସଶସ୍ତ୍ର ସଂଗ୍ରାମରେ ସମ୍ବଲପୁରର ଅଗ୍ରଣୀ ଭୂମିକା ରହିଥିଲା ।
#DeepakKumarPanda #culturalresearcher #historian #Sambalpur #independence #struggle #Odisha #ArgusNews