କଳାହାଣ୍ଡି ଜିଲ୍ଲାନେ ପ୍ରାୟ ପାଞ୍ଚ ଖେପେ ନୁଆ ଖାଇଥିସନ୍ । ପହେଲା ଭୁଦୋ ମାସ ସପ୍ତୁପୁରି ଅମାବାସ୍ୟା ପ୍ରତିପଦା ଦିନେ ପଥର୍ଲା ଗ୍ରାମବାସୀ ଆର୍ ପଂଚମି ତିଥିନେ ପୂରା ପଶ୍ଚିମ ଓଡିଶା ନୁଆ ଖାଇ ସାରିଥିବାର୍ ବେଲକେ ଆଏଜ୍ ଦସମୀ ତିଥିନେ ମାଁ ମାଣିକେଶ୍ବରୀଙ୍କର୍ ପୀଠନେ ନବାନ୍ନ ଲାଗି ହେଇଛେ ।
#Kalahandi #Nuakhai #festival #culture #Odisha #ArgusNews