ଓକାକ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି । ଥାନା ସିସିଟିଭି କିଣା ଟେଣ୍ଡର ଦୁର୍ନୀତିର ଚିଠା ଖୋଲିଲା ଦଳ । କେନ୍ଦ୍ରୀୟ ଅର୍ଥରେ ବ୍ୟାପକ ଅନିୟମିତତା ହୋଇଛି । ଥାନା ପିଛା ସିସିଟିଭି ଲଗାଇବାକୁ ଦିଆଯାଇଛି 15 ଲକ୍ଷ ମାତ୍ର ଏହାର ଓଡ଼ିଶା ବଜାର ମୂଲ୍ୟ 6 ଲକ୍ଷ । ରାଜ୍ୟର 593 ଟି ଥାନାରେ ଏହିପରି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଦଳ
#BJP #PressMeet #ThakurRanjitDas #Odisha #ArgusNews