ନୀଳଗିରିର ଦୁଇ ଓକିଲ ସଂଘ ନୀଳଗିରି ବାର ଆସୋସିଏସନ ଓ ନୀଳଗିରି ସବଡିଭିଜନାଲ ବାର ଆସୋସିଏସନ ପକ୍ଷରୁ ଦୁଇ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ସୋର ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ମାଡ଼ ମାରିଥିବା ପୋଲିସଙ୍କୁ ବହିଷ୍କାର ଦାବୀ କରିଛନ୍ତି ଓକିଲ ସଙ୍ଘ ।
#ArgusNews #ArgusNewsTV #Odisha #Nilagiri #advocate #polish #Protest