ନିର୍ବାଚନ ଆସିଲେ ଓଟିଏମ୍ ପ୍ରସଙ୍ଗରେ ଅନେକ ପ୍ରତିଶ୍ରୁତି ମିଳେ । କିନ୍ତୁ ତା' ପରେ ସବୁ କିଛି ଫସର ଫାଟିଯାଏ । ଗତ୨୦ ବର୍ଷ ଧରି ଏଭଳି ସ୍ଥିତିରେ ଚାଲିଛି ଚୌଦ୍ୱାରର ଓଟିଏମ୍ । ନିକଟରେ ଓଟିଏମକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟେକ୍ସଟାଇଲ୍ ପାର୍କ ପ୍ରସ୍ତାବ ସଂକ୍ରାନ୍ତରେ ଚିଠି ଲେଖିବା ପରେ ଏବେ ଓଟିଏମର ଭବିଷ୍ୟତ କ'ଣ ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଉତ୍ସୁକତା ସୃଷ୍ଟି ହୋଇଛି ।
#Chaudwar #OTM #educationminister #centralminister Dharmendra Pradhan #TextilePark #Odisha #ArgusNews