ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଗ୍ରାମପଞ୍ଚାୟତର ଯୁବ ଛାତ୍ର ବିକ୍ରମ ବିଶୋଇ। ବିକ୍ରମ ବିଶୋଇ ଜଣେ ସମାଜ ସେବୀ ଭାବେ ଅଞ୍ଚଳରେ ବେଶ ପରିଚିତ।ସମାଜର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରି ବିକ୍ରମ ପାଇଛନ୍ତି ରାଷ୍ଟ୍ରପତି ପୁରସ୍କାର।
#PresidentAward #VikramBishoi #socialworker #Proud #Khordha #Chilika #Odisha #ArgusNews