ଦଶକଙ୍କୁ ଦଶହରା ଭେଟିରେ ଓଡ଼ିଆ ଚଳଚିତ୍ର ଅର୍ଦ୍ଧସ୍ୱତ୍ୱର ସ୍ପେସଲ ସ୍କ୍ରୀନିଙ୍ଗ ହୋଇଛି।କୋୖସ୍ତବ
ଡ୍ରିମଓର୍କ ପ୍ରାଇଭେଟ ଲିମିଟେଡ଼ ବ୍ୟାନରରେ ଫିଲ୍ମଟି ରିଲିଜ ହୋଇଛି ।ଏସପ୍ଳାନେଡ ସୀନେପଲିସ ଠାରେ ଏହାର ସ୍କ୍ରିନିଙ୍ଗ ହୋଇଛି । କିଭଳି ଜଣେ ପୋଲିସ ଅଧିକାରୀ ନିଲମ୍ବିତ ହୋଇ ମାନସିକ ଚାପରେ ରହି ମଧ୍ୟ ନିଜ ଦାୟିତ୍ୱକୁ ଭୁଲିନାହାନ୍ତି । ଆଉ ସେଇ ସମୟରେ ହିଁ
ଏକ ଅପହୃତ ଘଟଣା ହିଁ ତାଙ୍କ ଜୀବନର ମୋଡ ବଦଳାଇଦେଇଛି । ଆଉ ଚାକରିରେ ନଥାଇ ବି ସେ କିଭଳି ସତ୍ଯର ଉନ୍ମୋଚନ କରିଛନ୍ତି ତାହାହିଁ ଏଥିରେ ପ୍ରତିପାଦିତ ଦିତ ହୋଇଛି
#BBSR #OdiaMovie #Odisha #ArgusNews