ଓଡ଼ିଆ ଭାଷାକୁ ଅଣଦେଖା କରୁଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା ସଦରମହାକୁମା ଛତ୍ରପୁର ଭିଆଇପି ରୋଡ଼ରେ ଥିବା ଓଡ଼ଶାର ବରପୁତ୍ର ମହାପୁରୁଷ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଜୀବନୀ ଇଂରାଜୀ ଭାଷାରେ ଲେଖାଯିବାକୁ ନେଇ ଦେଖା ଦେଇଛି ବିବାଦ ।
#ganjam #chhatrapur #odialanguage #Controversy #freedomfighter #Odisha #ArgusNews