ଓଡ଼ିଶାକୁ ଓମିକ୍ରନ ଚିନ୍ତା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନଭେମ୍ବର 24 ପରଠୁ ରିସ୍କ ଦେଶରୁ ଫେରୁଥିବା 246 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଆଇଏଲଏସକୁ ଆସିଛି । ଏ ନେଇ ସୂଚନା ଦେିଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା ।
#Corona #PositiveSamples #Omicron #returnees #ArgusNews