#ପାଣି_ପାଇଁ_ରାଜ୍ୟ_ସରକାରଙ୍କ_ପ୍ରଚାର
ପାଣି ପାଇଁ ରାଜ୍ୟ ସରକାରଙ୍କ ପ୍ରଚାର । କିନ୍ତୁ ଉଭୟ ତଥ୍ୟ ଓ ଗ୍ରାଉଣ୍ଡରେ ପଛରେ ପଡ଼ିଛି ଓଡ଼ିଶା । ଗୋଟିଏ ପଟେ ଚଳିତବର୍ଷ ଜଳ ଜୀବନ ମିଶନରେ କେନ୍ଦ୍ର ଓଡ଼ିଶାକୁ 4 ଗୁଣା ଅଧିକ ଅର୍ଥ ଦେଇଛି । ସେପଟେ କେନ୍ଦ୍ରର ସହଯୋଗ ଓ ଅନୁଦାନ ଥାଇ ବି ସବୁ ଘରକୁ ପାଣି ଦେବାରେ ନିଜ ଟାର୍ଗେଟରୁ ବହୁ ପଛରେ ରାଜ୍ୟ ସରକାର ।
#waterissues #JalJeevanMission #CentralGovt #stategovt #Odisha #ArgusNews