ଆଜି ପବିତ୍ର ଗୁରୁ ଦିବସରେ ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିଛି ଜାତୀୟ ପୁରସ୍କାର । ଉନ୍ନତ ଶିକ୍ଷାଶୈଳୀ ପାଇଁ ମିଳିଛି ସମ୍ମାନଜନକ ପୁରସ୍କାର । ଆସନ୍ତୁ ଶୁଣିବା ଏନେଇ କଣ ରହିଛି ସେମାନଙ୍କ ପ୍ରତିକ୍ରିୟା
#TeachersDay #NationalAward #Bhadrak #Ganjam #AshokKumarSatpathy #AjitKumarSethy #Odisha #ArgusNews