#ଓଡ଼ିଶାରେ_ଆଉ_୨_ଓମିକ୍ରନ_ଆକ୍ରାନ୍ତ_ଚିହ୍ନଟ
#ରାଜ୍ୟରେ_ମୋଟ୍_ଆକ୍ରାନ୍ତଙ୍କ_ସଂଖ୍ୟା_୪କୁ_ବୃଦ୍ଧି
ଓମିକ୍ରନକୁ ନେଇ ଦେଶରେ ବଢିଲା ଚିନ୍ତା। ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥିତି ଦେଖି କଟକଣା କଡ଼ାକଡି କରିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ବ ଦିଆଯାଇଛି। ଡେଲ୍ଟା ଠାରୁ ଓମିକ୍ରନ ଦ୍ରୁତଗତିରେ ବ୍ୟାପୁଥିବାରୁ କୋଭିଡ୍ ନିୟମ କଡାକଡି ପାଳନ କରିବାକୁ ସତର୍କ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।
#COVID #Coronavirus #Genome #GenomeSequencing #Omicron #Mutation #ArgusNews