#ଓଡ଼ିଶାରେ_ଏକଛତ୍ରବାଦ_ଶାସନ_ଚାଲିଛି
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଦୀପ ସାହି ସ୍ଥିତ ଗୌଡ଼ ବନ୍ଧ ସାହିରେ ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉତ୍ତେଜନା। ଟେକାପଥର ମାଡ଼ କରିଛନ୍ତି ଅଞ୍ଚଳବାସୀ । ଆକ୍ରମଣରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଦୁଇ ବିଏମସି ଏନଫୋରସମେଣ୍ଟ ଟିମ୍ ଅଧିକାରୀ ଆହତ ହୋଇଥିବା ଜଣାପଡିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।