ରାଜ୍ୟରେ ଡିଏମଫ୍ ଫଣ୍ଡର ହେଉନି ସଠିକ୍ ବିନିଯୋଗ । ତଥ୍ୟ ଖୋଲିଲା ରାଜ୍ୟ ସରକାରଙ୍କ ଅପାରଗତା । ଖଣି ସମୃଦ୍ଧ ଇଲାକାର ଅଧିବାସୀଙ୍କ ସହ ଧୋକା । କୋଟି କୋଟି ଟଙ୍କା ମିଳିଥିଲେ ବି ସେମାନଙ୍କୁ ମିଳୁନି ମୌଳିକ ସୁବିଧା ।
#DMF #OdishaCM #corruption #Odisha #ArgusNews