#ଓଡ଼ିଶାରେ_ଡବଲ୍_ସ୍ପିଡରେ_କୋରୋନା_ସଂକ୍ରମଣ
#ଜାନୁଆରି_ଶେଷ_ସୁଦ୍ଧା_ପିକରେ_ରହିପାରେ
#ପିକ୍_ସମୟରେ_ଦୈନିକ_ସଂକ୍ରମଣ_30_ହଜାର_ଟପିବ !
ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ଯାହାକୁ ନେଇ ଏଭଳି ଆକଳନ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଯଦି ଏହିଭଳି ମାତ୍ରାରେ ସଂକ୍ରମଣ ବୃଦ୍ଧିପାଏ ତେବେ ଜାନୁଆରୀ ଶେଷ ସୁଦ୍ଧା ଏହା ପିକ୍ରେ ରହିବ । ଆଉ ଏହି ସମୟରେ ଦୈନିକ ସଂକ୍ରମଣ ୩୦ ହଜାର ଟପିଯିବ ।
#COVID19 #corona #January #peek #positive #OdishaCM #Odisha #ArgusNews