ବାରବାଟୀରେ ଭାରତ - ଦକ୍ଷିଣ ଆଫ୍ରିକା T-20 ମ୍ୟାଚ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ପାର୍କିଂ, ସୁରକ୍ଷା ବ୍ୟବସ୍ଥା, ଟିକେଟ ମୂଲ୍ୟ, ଲାଇଭ ଟେଲିକାଷ୍ଟ, ଗ୍ୟାଲେରୀରେ ସମ୍ପୂର୍ଣ୍ଣ ଦର୍ଶକ ବସିବା ନେଇ ଆଲୋଚନା ଚାଲିଛି ।
#Odisha #ArgusNews #cricket #T20 #match