#ଓଡ଼ିଶା_ପୋଲିସର_ପ୍ରଶାନ୍ତ_ସୁରକ୍ଷା_ଅଭିଯାନ
25 ଦିନ ପରେ ବି ଆକସନ୍ ଶୂନ୍ I ଫଟୋ ଉଠା ଛାପା ମାରି ଚୁପ୍ ଖୋର୍ଦ୍ଧା ପୋଲିସ I ବିଜେଡିର ବାହୁବଳି ବିଧାୟକଙ୍କୁ ବିରୋଧରେ ନୋ ଆକସନ୍ I ଡିଜିପିଙ୍କ ନିରପେକ୍ଷତା ଓ ଦକ୍ଷତା ନେଇ ବଡ଼ ପ୍ରଶ୍ନ I
#Chilika #bjd #MLA #ATTACK #bjp #workers #land #complain #Odisha #ArgusNews #DGP