ଓଡ଼ିଶା ବ୍ୟାଙ୍କ ମିତ୍ର ଆସୋସିଏସନ- ସିଆଇଟିୟୁ ତରଫରୁ ୧୩ ଦଫା ଦାବିକୁ ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଓଡ଼ିଶା ଜୀବୀକା ମିଶନ ଜରିଆରେ ବ୍ୟାଙ୍କରେ କାର୍ଯ୍ୟରତ ବ୍ୟାଙ୍କ ମିତ୍ରମାନଙ୍କୁ ରାଜ୍ୟ ସରକାର ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବା, ବ୍ୟାଙ୍କ ମିତ୍ରମାନଙ୍କୁ ବ୍ୟାଙ୍କ କର୍ମରୀର ମାନ୍ୟତା ଦେବା, ପ୍ରସୂତି କାଳୀନ ଛୁଟି, ଇ.ଏସ.ଆଇ , ଇ.ପି.ଏଫ ପ୍ରଦାନ ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
#OdishaBankMitraAssociation #CITU #protests #Assembly #bankemployees #Odisha #ArgusNews