ମମିତାକୁ ନ୍ୟାୟ ମିଳିବ ନା ମମିତାଙ୍କ ପରିବାର ନ୍ୟାୟ ଲଢେଇରେ ପ୍ରତାରିତ ହେବେ ? ଏହା ଆଜି ସବୁଠାରୁ ବଡ଼ ପ୍ରଶ୍ନ । ଚିନ୍ତା ଏଇଥିପାଇଁ ଓଡ଼ିଶା ମହିଳା ହିଂସାରେ ଦେଶରେ ରେକର୍ଡ ଭାଙ୍ଗୁଛି । ଅତୀତରେ କିଛି ସମ୍ବେଦନଶାୀଳ ମହିଳା ବିରୋଧୀ ଜଘନ୍ୟ ଅପରାଧ ଏବଂ ଏହାର ତଦନ୍ତ ପ୍ରକ୍ରିୟା ସରକାରୀ ନେତା ମନ୍ତ୍ରୀଙ୍କ ସଂପୃକ୍ତି ଓ ଶେଷରେ ପ୍ରତାରଣା ହୋଇଛି ନିଷ୍ଠୁର ବାସ୍ତବତା ।