ଓଡ଼ିଶା ମାଟିରେ ବେଆଇନ ଅନୁପ୍ରବେଶକାରୀଙ୍କ ଆଡ୍ଡା । ବାଲେଶ୍ବର ଉପକୂଳରେ ବଡ ସଂଖ୍ୟାରେ ବଢୁଛନ୍ତି ବାଂଲାଦେଶୀ ଓ ରୋହିଙ୍ଗିଆ । ପ୍ରଶାସନ ସବୁ ଜାଣି ବି ଚୁପ୍ । ଭୋଟ୍ ପାଇଁ ଭିଟାମାଟି ସହ ରାଜ୍ୟ ସରକାର ଖେଳ ଖେଳୁଥିବା ଅଭିଯୋଗ ।
#Balasore #Bangladeshi #immigration #Allegations #StateGovernment #OdishaCM #Odisha #ArgusNews