#ଓଡ଼ିଶା_ମାର୍କେଟରେ_ଲଞ୍ଚ_ହେଲା_ରିଅଲ_ମି_ର_5_ଜି_ମୋବାଇଲ !
ରିଅଲ ମି ର 5 ଜି ମୋବାଇଲ ନାରଜୋ 30 5ଜି ଲଞ୍ଚ ହୋଇଛି. ଏହି ମୋବାଇଲରେ 6 ଜିବି ରାମ ଏବଂ 128 ଜିବି ରୋମ ରହିଛି. ଭଲ ବ୍ୟାଟେରୀ ବ୍ୟାକଅପ ସହ ଉର୍ନ୍ନତ ମାନର ଫିଚର୍ସ ରହିଛି
#ArgusNews #Odisha #ArgusNewsTV #Mobilelunch #Rrealme5G #NewVersion