ଦୁର୍ଗମ ଇଲାକାର ଦୁର୍ଦ୍ଦଶା...କୋରାପୁଟ ନନ୍ଦପୁର ରାଇପଡା କେବଳ ନାଁକୁ ଓଡ଼ିଶାର ହେଲେ ଶାସନ ଆନ୍ଧ୍ରର... ଆଧାର କାର୍ଡରେ ଆନ୍ଧ୍ର ଠିକଣା...ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ସୀମାବର୍ତ୍ତୀ ଗାଁରେ ଆଧିପତ୍ୟ ଜାହିର କରୁଛି ଆନ୍ଧ୍ର ।
#ArgusNews #Odisha #AndhraRule #remote #underdevelopment #poverty