ପ୍ରଥମ ଓଡ଼ିଆ ଫିଜିକାଲ ହ୍ୟାଣ୍ଡିକାଫ୍ଟ ଭାବେ ଗ୍ରୀନିଜ ୱାର୍ଲଡ ରେକର୍ଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳା କାନ୍ତ ନାୟକ । ପୁରୀ ଜିଲ୍ଲାର ୨୮ ବର୍ଷୀୟ କମଳା କାନ୍ତ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦୂରତା ହ୍ୟୁଇଲ ଚେୟାରରେ କଭର କରିବା ସହ ଗିନିଜ ୱାର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
#GuinnessWorld #handicraft #wheelchair #24hours #Puri #KamalaKant #ArgusNews