#ଓଡିଶାରେ_ଅବହେଳିତ_ରେଳବାଇ
#ଏବର୍ଷ_ରେଳ_ବଜେଟରେ_ଓଡିଶାକୁ_ମିଳିଛି_୯_ହଜାର_୭୩୪_କୋଟି_ଟଙ୍କାର_ଅନୁଦାନ
କାହିଁକି ଆଗେଇ ପାରୁନି ରାଜ୍ୟରେ ରେଳ ଲାଇନ କାମ । ଚଳିତ ରେଳ ବଜେଟରେ ଓଡିଶାକୁ ମିଳିଛି ସିଂହଭାଗ ଅନୁଦାନ । ହେଲେ ଜମି ଅଧିଗ୍ରହଣ ସମସ୍ୟା ସହ ଆଇନଶୃଙ୍ଖଳା ଓ ଜଙ୍ଗଲ ଜମି ଅନୁମତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଓଡିଶାରେ ଆଗେଇପାରୁନି ରେଳ ପ୍ରକଳ୍ପର ଭାଗ୍ୟ ।
#Railwayline #budget #railwaybudget #Lawandorder #Forestland #stategovernment #Railproject #odisha #ArgusNews