#ଗରିବ_ପରିବାର_ମାଗଣାରେ_ରାସନ_ପାଇବାରୁ_ବଞ୍ଚିତ
#ରାଜ୍ୟ_ସରକାରଙ୍କୁ_ଟାର୍ଗେଟ_କଲା_ବିଜେପି
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବାଟବଣା । ସଙ୍କଟ ସମୟରେ ଖାଦ୍ୟ ଅଧିକାରକୁ ସୁନିଶ୍ଚିତ କରିଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ। କୋଭିଡ ସମୟରେ ଗରିବ ଲୋକଙ୍କ ଘର ପାଖରେ କିପରି ଠିକ ସମୟରେ ଖାଦ୍ୟ ସାମଗ୍ରୀ ପହଞ୍ଚାଯାଇପାରିବ ସେ ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଓଡିଶାରେ ।
#ArgusNews #ArgusNewsTV #Odisha #FoodSecurityAct #Scam