ଓଡିଶାରେ 483ଟି ମୋବାଇଲ ଟାୱାର ଓ 272 ଟି ପୋଷ୍ଟ ଅଫିସ ଉଦଘାଟନ ନେଇ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଘୋଷଣା । ଭୁବନେଶ୍ବର ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା ପରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ଅଶ୍ବିନୀ । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ ।
#Odisha #ArgusNews #BSNL #tower #DharmendraPradhan #AshwiniVaishnaw #inaguration #Koraput #nuapada