#ଓଡିଶାର_ଦ୍ଵୀତୀୟ_ଶ୍ରୀକ୍ଷେତ୍ର_ବାରିପଦା
ପୁରୀ ଭଳି ଏଠାରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇଆସନ୍ତି ଶ୍ରୀଜୀଉ। ବଡ କଥା ହେଲା ଏଠାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣନ୍ତି। ଏଥର କରୋନା ପାଇଁ ଏଠାରେ ରଥଯାତ୍ରା ବନ୍ଦ ଥିବାରୁ ନିରାଶ ଭକ୍ତ।
#ArgusNews #Odisha #Mayurbhanj #Baripada #RathaYatra