#ଓଡିଶା_ଉପରେ_ଆନ୍ଧ୍ରର_ଲୋଲୁପ_ଦୃଷ୍ଟି
#ଓଡିଶା_ସୀମାନ୍ତରେ_ନିଜର_ସୀମା_ବିସ୍ତାର_ପାଇଁ_ଆନ୍ଧ୍ରର_ସୁଚିନ୍ତିତ_ରଣନୀତି
#ସୀମାରେ_ଜଗନ_ସରକାରଙ୍କ_କ୍ରସ_ମିଶନ
ଆନ୍ଧ୍ରର କ୍ରସ ମିଶନକୁ ଇନ୍ଧନ ଯୋଗାଉଛନ୍ତି ଖୋଦ ରାଜ୍ୟ ସରକାର । ନେରେଡିୱାଲସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ ଘଟଣା ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଅର୍ଗସ ଟିମ । ଗାଁ ଗାଁରେ ଚର୍ଚ୍ଚ ଗଢି ଉଠୁଥିବା ବେଳେ ଅବହେଳିତ ଅବସ୍ଥାରେ ରହିଛି ଅନେକ ହିନ୍ଦୁ ମନ୍ଦିର ।
#AndhraPradesh #boardissue #CrossMission #ArgusSpecial #OdishaCM #hindutemple #Odisha #ArgusNews