ରାଜ୍ୟର ସମସ୍ତ ପଂଚାୟତ ଅଫିସରେ ଏହି କର୍ମଚାରୀ ମାନେ କମ ଅନୁଦାନ ପାଇଁ କାର୍ଯ୍ୟ କରୁଛନ୍ତି । ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ସେମାନଙ୍କ ଦୁଃଖ ନସୁଣୁଥିବା ସେମାନେ କହିଛନ୍ତି । ଆଜିର ସାମ୍ବାଦିକ ସମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ସେମାନେ କିଛି ଦାବି ଉପସ୍ଥାପନ କରିବା ସହ ନଭେମ୍ବର 8 ଯାଏ ଦାବୀ ଗୁଡିକୁ ପୁରଣ କରିବାକୁ ଅନୁରୋଧ କରିଛନ୍ତି ।
#BBSR #PanchayatkarmachariSangha #Odisha #argusNews