#ଓଡିଶା_ବଜାରରେ_ବିଷ_ଔଷଧ !
ଲୋକଙ୍କ ଜୀବନ ସହିତ ସାଂଘାତିକ ଖେଳ । ଫାବିଫିରାବିର ପରେ ଆଜିଥ୍ରୋମାଇସିନ୍-ଭିଟାମିନ୍ ସି ବି ନକଲି ! ବିଶ୍ବସ୍ତ ସୂତ୍ରରୁ ମିଳିଛି ନିର୍ଭରଯୋଗ୍ୟ ଖବର । ଡ୍ରଗସ କଣ୍ଚ୍ରୋଲରଙ୍କୁ ପଚାରିଲେ କ୍ରାଇମବ୍ରାଞ୍ଚ ତଦନ୍ତର ଆଳ ଦେଖାଉଛନ୍ତି
#ArgusNews #Odisha #ArgusNewsTV #NewsChannel #Fake_Medicine #Vitamin_C #drugs_controler