#ପରୀକ୍ଷାର୍ଥୀଙ୍କ_ପ୍ରତିବାଦ_ମାତ୍ର_ଓପିଏସିର_ଜିଦ୍ ।
#ଓପିଏସି_ପରୀକ୍ଷାର୍ଥୀ_ହୋଇପାରନ୍ତି_ସୁପର_ସ୍ପ୍ରେଡର୍ ।
ବଢୁଥିବା ସଂକ୍ରମଣ ଭିତରେ ଓପିଏସଇ 2020 ମେନ ପରୀକ୍ଷାକୁ ବନ୍ଦ କରିବାକୁ ପରୀକ୍ଷାର୍ଥୀଙ୍କ ଦାବି। କଟକଣା ଭିତରେ ଓପିଏସି -୨୦୨୦ ମେନ ପରୀକ୍ଷାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ। ଦୈନିକ ହଜାର ଡିଆଁ ସଂକ୍ରମଣ ହେଉଥିବା ସମୟରେ ଏକା ସହ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ରାଜ୍ୟ ପାଇଁ ଆଣିପାରେ ବିପଦ।