ଓବିସି ସଂରକ୍ଷଣ ପ୍ରସଙ୍ଗରେ କାହିଁକି ଚୁପ ରାଜ୍ୟ ସରକାର ? ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ବର୍ଷିଲେ ବିରୋଧି ବିଜେପି ଓ କଂଗ୍ରେସ । ପ୍ରଶ୍ନ, କାହିଁକି ରିଭ୍ୟୁ ପିଟିସନ ଦାଖଲ କରୁନାହାନ୍ତି ରାଜ୍ୟ ସରକାର ।
#OBCreservation #Congress #protection #MadhyaPradesh #OdishaGovernment #ArgusNews