ଓମିକ୍ରନକୁ ନେଇ ଚେତାଇଲା WHO । ଭ୍ୟାକସିନ ନ ନେଇଥିବା ଲୋକଙ୍କ ପାଇଁ ଘାତକ ହୋଇପାରେ ଓମିକ୍ରନ । ଆପଣ ଭ୍ୟାକସିନ ନେଇ ନାହାନ୍ତି କି ! ଯଦି ନେଇ ନାହାନ୍ତି ତେବେ ତୁରନ୍ତ ରେଜିଷ୍ଟ୍ରେସନ କରି ଭ୍ୟାକସିନ ନେଇ ନିଅନ୍ତୁ , କାରଣ ଭ୍ୟାକସିନ ନ ନେଇଥିବା ଲୋକଙ୍କ ପାଇଁ ଘାତକ ହେଉଛି ଓମିକ୍ରନ । ଓମିକ୍ରନକୁ ନେଇ WHO ନିର୍ଦ୍ଦେଶକଙ୍କ ସୂଚନା
#Corona #Covid19 #WHO #Omicron #HealthDepartment #COVID19vaccine #ArgusNews