#ଓମିକ୍ରନ୍_ପଜେଟିଭ୍_ମହିଳାଙ୍କ_ମୃତ୍ୟୁ
#ବିନା_ଗାଇଡ୍ଲାଇନ୍ରେ_ହୋଇଛି_ଶବ_ସତ୍କାର
ଓଡିଶାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ବଲାଙ୍ଗୀର ଆଗଲପୁର ଅଞ୍ଚଳର । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
#balangir #Omicron #Agalpur #omicronpositive #guidelines #Odisha #ArgusNews