ଓମିକ୍ରନ୍ ା ଏହି ନାଁ ଟି ସହିତ ଏବେ ପ୍ରାୟ ପରିଚିତ ହୋଇ ସାରିଲେଣି ସାରା ବିଶ୍ବର ଲୋକ ା ଭୟ ଆଉ ଆଶଙ୍କାର ସହିତ ଏହି ନାଁ କୁ ସମସ୍ତେ ଏବେ ଗ୍ରହଣ କରିଛନ୍ତି କାରଣ ଏହା ହେଉଛି ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା କୋଭିଡର ଏକ ନୂଆ ଭାରିଆଣ୍ଟ ା ନୂଆ ଭୁତାଣୁକୁ ନିକଟରେ ଓମିକ୍ରନ ବୋଲି ନାଁ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
#OmicronVariant #Odisha #argusNews